STORYMIRROR

ସୁନ୍ଦର ତାର ମଠ ମନ୍ଦିର ସୁନ୍ଦର ତାର ଝରଣା ଝର ସୁନ୍ଦର ଓଡିଶା ଜନନୀ ଶୀତଳ ମୋର ଭାରି ସୁନ୍ଦର ଏଇ ଆକାଶ ମେଘୁଆ ଆକାଶ ଆହୁରି ସୁନ୍ଦର ତାରା ଭରା ଆକାଶ ମନ ମୋହିନିଏ କଷ୍ଟ ଦିଏ ଭାରି ଗାଁଁ ପବନ

Oriya ଭାରି ସୁନ୍ଦର ଓଡିଶା ମୋର Poems